ଗନ୍ତବ୍ୟ
ଦେଖଣା
ଗନ୍ତବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗମ୍ ଧାତୁ= ଯିବା+ କର୍ମ. ତବ୍ୟ)
[ସମ୍ପାଦନା]- ୧. ପ୍ରାପ୍ୟ — ୧. Proper or fit to be attained.
- ୨. ଗମନୀୟ; ଯେଉଁ ସ୍ଥାନକୁ ଯିବାକୁ ହେବ — ୨. (place) of destination.
- ୩. ଯେଉଁ ସ୍ଥାନକୁ ଯିବା ଉଚିତ — ୩. (a place) Proper to be gone to.
- ୪. ଯେଉଁ ସ୍ଥାନକୁ ପର୍ଯ୍ୟଟନ କରିବାରେ ମନୁଷ୍ୟର ଶକ୍ତି ଥାଏ — ୪. (a place) Capable of being travelled by a person.
- ୫. ଜ୍ଞେୟ — ୫. Proper to be known; knowable.
- ୬. ବୋଧଗମ୍ୟ — ୬. Fit to be understand; comprehensible.
- ୭. ନିଷ୍ପାଦନୀୟ —୭. To be accomplished.
- ୮. ଯିବାର ଉପଯୁକ୍ତ (ସମୟ) — ୮. (time) Fit or proper for starting.