ଗନ୍ତର
ଦେଖଣା
ଗନ୍ତର
ଉଚ୍ଚାରଣ
[ସମ୍ପାଦନା](ଗହୀରୀ—ସ୍ତ୍ରୀ)
(ଗତ୍ୱରତା—ବି)
ସଂସ୍କୃତ - ବିଶେଷଣ - (ଗମ୍ ଧାତୁ+ଶୀଳାର୍ଥରେ ବର୍)
[ସମ୍ପାଦନା]- ୧. ଗମନଶୀଳ — ୧. Moving by nature.
- ୨. ଗତିବିଶିଷ୍ଟ —୨. Moving.
- ୩. ଚଞ୍ଚଳ ଗତିବିଶିଷ୍ଟ — ୩. Having swift motion.
- ୪. ବିନଶ୍ୱର —୪. Perishable.
- ୫. ଅସ୍ଥାୟୀ; ପରିବର୍ତ୍ତନଶୀଳ —୫. Changeable.
- ୬. ଅଚିରସ୍ଥାୟୀ — ୬. Transity; transient, temporary; passing.
- ୭. ଅସ୍ଥିର —୭. Unstable; restless.