Jump to content

ଗନ୍ତୁ

ଉଇକିଅଭିଧାନ‌ରୁ

ଗନ୍ତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+ତୁ)

[ସମ୍ପାଦନା]
୧. (+ ଅଧିକରଣ. ତୁ) ବାଟ; ପଥ —୧. Way.

(ବୈଦିକ ପ୍ରୟୋଗ)

୨. (+ କର୍ତ୍ତୃ. ତୁ) ପଥିକ —୨. Traveller.