Jump to content

ଗନ୍ତୁକାମୀ

ଉଇକିଅଭିଧାନ‌ରୁ

ଗନ୍ତୁକାମୀ

ଉଚ୍ଚାରଣ

[ସମ୍ପାଦନା]
(ଗନ୍ତୁକାମୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗନ୍ତୁଂ= ଯିବାକୁ+ କାମ+ ଇନ୍; ୧ମା. ୧ବ.)

[ସମ୍ପାଦନା]

ଗମନେଚ୍ଛୁକ; ଯିବାକୁ ଉଦ୍ୟତ — (a male) Intent upon going or walking.