Jump to content

ଗନ୍ତ୍ରୀ

ଉଇକିଅଭିଧାନ‌ରୁ

ଗନ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]
(ଗନ୍ତା—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଗମ୍ ଧାତୁ+ ତୃ+ ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗମନଶୀଳା —୧. (female) Moving; having; motion.
୨. ଯେଉଁ ଯାନାଦିଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯବା ଆସିବା କରାଯାଏ —୨. (conveyance) Conveying or taking a person from one place to another.

ବିଶେଷ୍ୟ - (ଗମ୍ ଧାତୁ+ କରଣ ତୃ+ ସ୍ତ୍ରୀ ଈ)

[ସମ୍ପାଦନା]

ଗନ୍ତ୍ରୀରଥ (ଦେଖ) - Gantrīratha (See)