Jump to content

ଗନ୍ଦା

ଉଇକିଅଭିଧାନ‌ରୁ

ଗନ୍ଦା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ବଂ ଗୋନ୍ଦା)

[ସମ୍ପାଦନା]
୧. ଗେଣ୍ଡୁଫୁଲ —୧. Safflower.
୨. (ସଂସ୍କୃତ - କନ୍ଥା) ଛିନ୍ନବସ୍ତ୍ର; କନ୍ଥା —୨. Rag.