ଗନ୍ଧ

ଉଇକିଅଭିଧାନ‌ରୁ

ଗନ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗନ୍ଧ ଧାତୁ= ଆଘାତ କରିବା+ କର୍ତ୍ତୃ. ଅ; ତୁଳ ଫରାସୀ - ଗନ୍ଦ୍)[ସମ୍ପାଦନା]

୧. ପଦାର୍ଥର ଯେଉଁ ସତ୍ତା ବା ଗୁଣ ନାକଦ୍ୱାରା ଆଘାଣ କରାଯାଏ —୧. Smell.
୨. ବାସ; ବାସନା —୨. Scent; odour; perfume.

[ଦ୍ରଷ୍ଟବ୍ୟ —ବହୁବ୍ରୀହି ସମାସରେ ସ, ଉତ୍, ସୁରଭି ଓ ପୂତି ଶବ୍ଦ ପୂର୍ବେ ଥିଲେ ଅଳ୍ପ ସଂଯୋଗ ଅର୍ଥରେ ଓ ଉପମାର୍ଥରେ 'ଗନ୍ଧ' ଶବ୍ଦ 'ଗନ୍ଧ'ରେ ପରିଣତ ହୁଏ (ଯଥା—ସୁଗନ୍ଧା=ଅଳ୍ପ ସୁଗନ୍ଧଯୁକ୍ତ; କସ୍ତୁରୀ ଗନ୍ଧ=କସ୍ତୁରୀ ପରି ଗନ୍ଧଯୁକ୍ତ) ଦ୍ରବ୍ୟାନ୍ତରର ଗନ୍ଧ ଶବ୍ଦ ସଂଯୋଗ ହେଲେ ଅର୍ଥାତ୍ କୃତ୍ରିମ ଗନ୍ଧଯୁକ୍ତ ହେଲେ ସମାସରେ ଗନ୍ଧ ଶବ୍ଦ ଗନ୍ଧି— ରୂପରେ ପରିଣତ ହୁଏ ନାହିଁ (ଯଥା—ସୁଗନ୍ଧ ବାୟୁ; ସୁଗନ୍ଧ— ପ୍ରଯାନକ) କିନ୍ତୁ ଦ୍ରବ୍ୟାନ୍ତର ଗନ୍ଧସଂଯୁକ୍ତ ନ ହେଲେ ଅର୍ଥାର୍ତ୍ ସ୍ୱାଭାବିକ ବା ସ୍ୱକୀୟ ଗନ୍ଧଯୁକ୍ତ ହେଲେ 'ଗନ୍ଧ' ଶବ୍ଦ ସମାସରେ 'ଗନ୍ଧି' ରୂପରେ ପରିଣତ ହୁଏ (ଯଥା—ସୁଗନ୍ଧା ପଷ୍ପ; ସୁଗନ୍ଧ ଚନ୍ଦନ) କର୍ମଧାରୟ ସମାସରେ 'ଗନ୍ଧ' ଶବ୍ଦର ପରିବର୍ତ୍ତନ ଘଟେ ନାହିଁ (ସୁଗନ୍ଧ =ମନୋହର ଗନ୍ଧ)]

୩. ସୁବାସିତ ଦ୍ରବ୍ୟ — ୩. Scents; perfumes, scented article.
୪. ଘୋରା ଚନ୍ଦନ —୪. Sandalwood-paste.
୫. ଗନ୍ଧକ —୫. Sulphur.
୬. ଅହଂକାର; ଗର୍ବ — ୬. Pride; arrogance.
୭. ସମ୍ପର୍କ; ସମ୍ୱନ୍ଧ — ୭. Connection; relationship.

ହରିଣାକ୍ଷିରେ ନାନା, ହରିଗନ୍ଧକୁ ଯାନା—କବିସୂର୍ଯ୍ୟ. ସଙ୍ଗୀତ

୮. ଲେଶ; ଅଳ୍ପମାତ୍ର —୮. Trace.
୯. ନୃତ୍ୟ —୯. Dance.


୧୦. କୃଷ୍ଣାଗୁରୁ —୧୦. An aromatic substance used in burning increase; black aloes wood.
୧୧: ପ୍ରତିବେଶୀ —୧୧. A neighbour.
୧୨: ଶିବ —୧୨. An epithet of Ṡiba.
୧୩: ଦେବତାଙ୍କୁ ଅର୍ପିତ ହେବାପାଇଁ ପ୍ରସ୍ତୁତ ସୁବାସିତ ଦ୍ରବ୍ୟାଦି — ୧୩. Scents prepared for being offered to a deity.
୧୪: ବୈଶେଷିକଦର୍ଶନୋକ୍ତି ୨୪:ଟି ଗୁଣ ମଧ୍ୟରୁ ପୃଥିବୀର ଗୋଟିଏ ଗୁଣ ଅଟେ —୧୪. One of the ୨୪ proper ties of the earth acording to the B&aline;i̱ṡekha Philosophy.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦୁର୍ଗନ୍ଧ — ୧. Rancid or bad smell; foul smell.
୨. ଉଗ୍ରଗନ୍ଧ —୨. Strong odour.

ଦେଶଜ - ବିଶେଷଣ[ସମ୍ପାଦନା]

ଦୂର୍ଗନ୍ଧମୟ —Foul-smelling.