ଗନ୍ଧକାରିକା
ଦେଖଣା
ଗନ୍ଧକାରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗନ୍ଧ+କାରକ+ସ୍ତ୍ରୀ. ଅ)
[ସମ୍ପାଦନା]- ୧. ଯେଉଁ ଦାସୀ ପ୍ରଭୁଙ୍କ ବେଶବିନ୍ୟାସ ନିମନ୍ତେ ଚନ୍ଦନାଦି ପ୍ରସ୍ତୁତ କରି ରଖେ — ୧. Maid servent preparing scents for her lord or lady's toilette.
- ୨. ସୌରନ୍ଧ୍ରୀ; ପରଗୃହସ୍ଥିତା ଶିଳ୍ପନିପୁଣା ସ୍ୱାଧିନା ରମଣୀ — ୨. A maid versed in various arts and staging in the family of another with freedom of moments (corresponding to a modern governess or lady's maid.