ଗନ୍ଧଗଜ
ଦେଖଣା
ଗନ୍ଧଗଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ଗଜ)
[ସମ୍ପାଦନା]ଏକପ୍ରକାର ଉତ୍କୃଷ୍ଟ ହସ୍ତୀ; ମଦଗନ୍ଧଯୁକ୍ତ ହସ୍ତୀ —A very excellent elephant; an elephant emitting a strong smelling juice from its temples (while intoxicated), an elephant in rut.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏହାର ଗନ୍ଧ ସୁଙ୍ଗି ଶତ୍ରୁମାନେ ପଳାନ୍ତି]