Jump to content

ଗନ୍ଧଚେଳିକା

ଉଇକିଅଭିଧାନ‌ରୁ

ଗନ୍ଧଚେଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରିହ; ଗନ୍ଧ+ଚେଳିକା=ବସ୍ତ୍ର; ଯାହା ବସ୍ତ୍ରକୁ ସୁବାସିତ କରେ)

[ସମ୍ପାଦନା]

ମୃଗନାଭି; କସ୍ତୁରୀ —Musk.