ଗନ୍ଧଣାଝକମକି
ଦେଖଣା
ଗନ୍ଧଣାଝକମକି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -
[ସମ୍ପାଦନା]ଘର୍ଷଣଦ୍ୱାରା ଅଗ୍ନି ଉଗାଦନାର୍ଥ ବ୍ୟବହୃତ ଅଗବଥୁ କାଠର ଖଣ୍ଡିଏ ପଟା ଓ ତହିଁ ଉପରେ ଠିଆ ବାଗରେ ଘୁରାଇବା ପାଇଁ ବ୍ୟବହୃତ ଖଣ୍ଡିଏ ସେହି କାଠର ବାଡ଼ି — A contrivance consisting of a flat bit of Agabathu wood and another stick of the same tree which is churned over the flat bit to produce fire sparks.