ଗନ୍ଧତୃଣ
ଦେଖଣା
ଗନ୍ଧତୃଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲେ; ଗନ୍ଧଯୁକ୍ତ ତୃଣ)
[ସମ୍ପାଦନା]ଧାନାଦି ବର୍ଗର ବେଣାପରି ଦେଖା ଯାଉଥିବା ସୁଗନ୍ଧ ତୃଣବିଶେଷ; ଧନତ୍ରୀ ଗଛ —Andropogen schoenanthus; cymbopogen of Watt; Lemon-scdented grass.
(ଯଥା—ଏଥିର ପତ୍ର ମଳିଲେ ଲେମ୍ୱୁ ଚୋପା ପରି ବାସେ)
[ଦ୍ରଷ୍ଟବ୍ୟ —ଏହାର ପତ୍ର ଗୋରୁଙ୍କ ପେଟ ମରାର ପ୍ରଧାନ ଔଷଧ ଏଥିରୁ ଏକପ୍ରକାର ସୁଗନ୍ଧ ତୈଳ (Indian russa oil) ବାହାରେ]