Jump to content

ଗନ୍ଧତୈଳ

ଉଇକିଅଭିଧାନ‌ରୁ

ଗନ୍ଧତୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗନ୍ଧଯୁକ୍ତ ତୈଳ)

[ସମ୍ପାଦନା]

ସୁଗନ୍ଧ ତେଲ; ଫୁଲରି ତେଲ, ସୁବାସିତ ତୈଳ — ୧. Scented oil.

୨. (ମ. ପ. ଲୋ; ଗନ୍ଧଜାତ ତୈଳ) ଚନ୍ଦନ ଅତର — ୨. Otto from sandal-wood.