Jump to content

ଗନ୍ଧବତୀ

ଉଇକିଅଭିଧାନ‌ରୁ

ଗନ୍ଧବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗନ୍ଧ+ଅଝ+ଅଛଅର୍ଥରେ ବତ୍+ଇ)

[ସମ୍ପାଦନା]
୧. ପୃଥିବୀ —୧. The earth.

ବର କୋଳରେ ଗନ୍ଧବତୀ ଅଶୋଭା, ସହଜେ ହୋଇଲା ଜନନ— ଭଞ୍ଜ. ବୈଦେହିବିଳାସ

୨. ମତ୍ସଗନ୍ଧା; ବ୍ୟାସଦେବଙ୍କ ମାତା — ୨. The mother of sage Byāsa.
୩. ଧୀବରୀ —୩. Wife of a fisherman.
୪. ସୁରା; ମଦ୍ୟ —୪. Wine.
୫. ନବମଲ୍ଲିକା; ବଣମଲ୍ଲୀ ଫୁଲ —୫. Wild Jasmine.
୬. ବରୁଣଙ୍କ ପୁରୀବିଶେଷ — ୬. A residence of the sea-god Baruṇa
୭. ପଦ୍ମ —୭. Lotus.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ସୁଗନ୍ଧବିଶିଷ୍ଟ —Sweet-smelling.


ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭୂବନେଶ୍ୱର ନିକଟରେ ପ୍ରବାହିତ ହେଉ— ଥିବା ଗଙ୍ଗୁଆନଇ(ଏହା ଦୟାର ଗୋଟିଏ ଉପନଦୀ ଅଟେ) —Name of a rivulet flowing near Bhubaneswar.