Jump to content

ଗନ୍ଧବହ

ଉଇକିଅଭିଧାନ‌ରୁ

ଗନ୍ଧବହ

ଉଚ୍ଚାରଣ

[ସମ୍ପାଦନା]
(ଗନ୍ଧବହୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଗନ୍ଧ+ବହ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗନ୍ଧଯୁକ୍ତ — ୧. Scented; emitting smell.
୨. ଯେ ଗନ୍ଧକୁ ଉତସ୍ତତଃ ସଞ୍ଚାଳିତ କରେ — ୨. wafting fragrance.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପବନ; ବାୟୁ —୧. Air; the wind.

ମଧୂରେ ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସାରିଲା କଦମ୍ୱ ନିକୂଞ୍ଡ ସୀମାରେ କବିସୂର୍ଯ୍ୟ. କିଶୋରିଚମ୍ପୂ ମ. ଗୀତ

୨. କସ୍ତୁରୀ ମୃଗ —୨. Musk deer.
୩. ନାୟକବିଶେଷ —୩. A class of heroes described in love stories.