ଗନ୍ଧବାସ
ବିବାହର ପୂର୍ବଦିନ ବର କନ୍ୟାଙ୍କଠାରେ ଗନ୍ଧାଦି ଲେପନ ବିଧି; ଗନ୍ଧଷଣ — Annoinating the bride and bridgroom with turmeric and scented paste etc on the night prervious to marriage.