Jump to content

ଗନ୍ଧବୀର୍ଯ୍ୟା

ଉଇକିଅଭିଧାନ‌ରୁ

ଗନ୍ଧବୀର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]
  • ଅନ୍ୟ ସଂସ୍କୃତ - ନାମ—ସରଳଦ୍ରବ; ଶ୍ରୀବାସ ସାର; ଶ୍ରୀବେଷ୍ଟ; ବୃକ୍ଷଧୂପକ; ଶ୍ରୀପିଷ୍ଟ; ପଦ୍ମଦର୍ଶନ; ବୃକଧୂପ; ଯାସ; ବାୟସ; ଚିତାଦନ୍ଧ; ଶ୍ରୀରସ; ଧୂପାଙ୍ଗ; ତିଳପର୍ଣ
  • ବଙ୍ଗାଳୀ: গন্ধবিরিজা
  • ହିନ୍ଦୀ: गन्धबिरोजा

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିମାଳୟ ପ୍ରଦେଶ ଓ ପାରସ୍ୟର ଦେବଦାରୁ ଜାତୀୟ ବୃକ୍ଷବିଶେଷର ତୈଳବତ୍ ନିର୍ଯାସ; ଶ୍ରୀବାସ ସାର — The aromatic juice of the Himalayan Pine; (Pinus Longifolia or the Long-leaved pine.)

[ଦ୍ରଷ୍ଟବ୍ୟ —ଏଥିରୁ ବାର୍ଣ୍ଣିସ ଓ ତାର୍ପିନ ତେଲ ହୁଏ ଓ ଏହା ଔଷଧରେ ବ୍ୟବହୃତ ହୁଏ]