Jump to content

ଗନ୍ଧଭଦ୍ରା

ଉଇକିଅଭିଧାନ‌ରୁ

ଗନ୍ଧଭଦ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦୂର୍ଗନ୍ଧ ଲତାବିଶେଷ; ପ୍ରସାରଣୀ ଲତା; ପସାରୁଣୀ ଲତା —Paedoria Foetida (creeper).

[ଦ୍ରଷ୍ଟବ୍ୟ —ଏହାର ଫୁଲ କଳମ ସାଗର ଫୁଲପରି ଦେଖାଯାଏ ଓ ଶରତକାଳରେ ଫୁଟେ ରାତିରେ ଏ ଲତାରୁ ଦୁର୍ଗନ୍ଧ ବାହାରେଏହାର ପତ୍ରକୁ ଝୋଳ କିମ୍ୱା ତରକାରି କରିଖାଇଲେ ଅନେକ ରୋଗରୁ ଉପକାର ହୁଏ ଏହି ପତ୍ରର ରସ ମର୍ଦନ କଲେ ଅଙ୍ଗ ପ୍ରସାରିତ ହୁଏ ବୋଲି ଏହାର ନାମ ପ୍ରସାରଣୀ; ଏ ଲତାର ପତ୍ର ଗନ୍ଧାଏ, କିନ୍ତୁ ଏ ପତ୍ରକୁ ତରକାରି କଲେ ତରକାରିରେ ଦୂର୍ଗନ୍ଧ ଆଦୌ ରହେନାହିଁ]