ଗନ୍ଧମାର୍ଜ୍ଜାର
ଦେଖଣା
ଗନ୍ଧମାର୍ଜ୍ଜାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗନ୍ଧମାର୍ଜ୍ଜାର
|
ସଂସ୍କୃତ - ବି(ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ମାର୍ଜ୍ଜାର)
[ସମ୍ପାଦନା]ଶାଳିଆପତନୀ ନାମକ ନେଉଳ ଜାତୀୟ ବନ୍ୟଜିବ; ଖଟ୍ଟାଶ —The small civet-cat; Viverricula Malacencusis;a variety of pole-cats.
[ଦ୍ରଷ୍ଟବ୍ୟ —ଏହାର ଲାଞ୍ଜ ମୋଟ ଓ ଲୋମବିଶିଷ୍ଟ ଦେହର ବର୍ଣ୍ଣ କୃଷ୍ଣାଭ ପାଉଁଶିଆ ଏହାର ଅଣ୍ଡକୋଷରୁ ଏକପ୍ରକାର ଗନ୍ଧଦ୍ରବ୍ୟ ବାହାରେ; ଏହା ସାମାନ୍ୟ କସ୍ତୁରୀ ପରି ଗନ୍ଧବିଶିଷ୍ଟ]