Jump to content

ଗନ୍ଧରାଜ

ଉଇକିଅଭିଧାନ‌ରୁ

ଗନ୍ଧରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ତୀବ୍ର ସୁଗନ୍ଧବିଶିଷ୍ଟ ଧଳା ଫୁଲର ଗୁଳ୍ମ —୧. Gardenia Florida (flower and plant).

[ଦ୍ରଷ୍ଟବ୍ୟ —ଏହା ଚୀନ ଦେଶୀୟ ଗଛ ଓ ୪୫: ହାତ ଉଚ୍ଚରେ ବଢ଼େ, ଏଥିରେ ଧଳା ଓ ଫୁଲର ପାଖୁଡ଼ା ମୋଟା ଓ ଭାରି ସୁଗନ୍ଧ]

୨. ଚନ୍ଦନ —୨. Sandal.
୩. ଅତର —୩. Otto.
୪. ସିଗନ୍ଧ ଅର୍କ —୫. Scented essence.