Jump to content

ଗନ୍ଧର୍ବପୁର

ଉଇକିଅଭିଧାନ‌ରୁ

ଗନ୍ଧର୍ବପୁର

ଉଚ୍ଚାରଣ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]
୧. (ବିଜ୍ଞାନ ପରିଭାଷା; ଆଧୁନିକ ପ୍ରୟୋଗ)— ମେରୁ ପ୍ରଦେଶରେ ଦେଖାଯିବା ସାମୟିକ ଆଲୋକପୁଞ୍ଜ; ମେରୁଜ୍ୟୋତି — ୧. Aurora Borealis.
୨. ମୃଗତୃଷ୍ଣା —୨. Mirage; Fata Morgana; (M.W. and Apte)
୩. ଗନ୍ଧର୍ବନଗର; ମହାଭାରତୋକ୍ତ ଆକାଶରେ କଳ୍ପିତ ଗନ୍ଧର୍ବମାନଙ୍କର ବାସସ୍ଥାନ —୩. A mythological abode of the Gandharbas in the sky.

[ଦ୍ରଷ୍ଟବ୍ୟ —ଏହା ମାନସରୋବର ନିକଟରେ ଥିଲା ଓ ଗନ୍ଧର୍ବମାନେ ଏ ନଗରକୁ ରକ୍ଷା କରୁଥିଲେ ଅର୍ଜୁନ ଏହି ନଗରକୁ ଜୟ କରି ତିତ୍ତିର, କଳ୍ନାଷ ଓ ମେଣ୍ଡୁକନାମକ ଅଶ୍ୱ ଆଣିଥିଲେ ହିନ୍ଦୀ - ଶବ୍ଦସାଗର]