ଗନ୍ଧର୍ବ ବିବାହ
ଦେଖଣା
ଗନ୍ଧର୍ବ ବିବାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସ୍ମୃତିଶାସ୍ତ୍ରୋକ୍ତ ଅଷ୍ଟବିଧ ବିବାହରୁ ଏକତମ; ଯେଉଁବିବାହରେ ସ୍ତ୍ରୀ ପୁରୁଷ କର୍ତ୍ତୃପକ୍ଷଙ୍କ ଅଗୋଚରରେ ବା ସମ୍ମିତ ଗ୍ରହଣ ନ କରି ବିବାହ କାର୍ଯ୍ୟ ସମ୍ପାଦନ କରନ୍ତି —Marriage in which parties enter into marriage by mutual selection without consulting parents and guardians; a love-marriage.