Jump to content

ଗନ୍ଧଷଣଗୀତ

ଉଇକିଅଭିଧାନ‌ରୁ

ଗନ୍ଧଷଣଗୀତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହର ପୂର୍ବରାତ୍ର ବା ମଙ୍ଗଳକୃତ୍ୟ ଦିନ ଗନ୍ଧାନୁଲେପନ ବେଳେ ସ୍ତ୍ରୀଲୋକମାନେ ମିଳିତ ହୋଇ ଯେଉଁ ମଙ୍ଗଳଗୀତ ବୋଲନ୍ତି —The songs chanted by females while the bride and bridegroom have their bodies besneared whit scents on the eve of marriage.