Jump to content

ଗନ୍ଧସାର

ଉଇକିଅଭିଧାନ‌ରୁ

ଗନ୍ଧସାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୭ମା ତତ୍; ଗନ୍ଧ+ସାର; ଗନ୍ଧମାନଙ୍କ ମଧ୍ୟରେ ସାର ବା ଶ୍ରେଷ୍ଠ) ଚନ୍ଦନ — ୧. Sandal paste.
୨. (ବହୁବ୍ରୀହ; ଗନ୍ଧ ଅଟେ ସାର ଯାହାର) ଚନ୍ଦନ ବୃକ୍ଷ — ୨. Sandal wood tree.
୩. (ମ. ପ. ଲୋ; ଗନ୍ଧଯୁକ୍ତ ବସ୍ତୁର ନିଷ୍କାଷିତ ସାର)— ସୁଗନ୍ଧ ପଦାର୍ଥରୁ ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ତରଳ ସାର —୩. Sweet-scented essence or extract.
୪. ମୃଗୁରା ମଲ୍ଲୀ; ଫୁଲବିଶେଷ — ୪. A kind of double-petalled jasmine.
୫. ଗନ୍ଧଶୁଣ୍ଠି (ଦେଖ) - ୫. Gandhaṡuṇṭhi (See)