Jump to content

ଗନ୍ଧା

ଉଇକିଅଭିଧାନ‌ରୁ

ଗନ୍ଧା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - କନ୍ଦ)

[ସମ୍ପାଦନା]
୧. ମୁସ୍ତକ; ମୁଥା — ୧. Grass-root-bulb.
୨. ମଦୀକୂଳଜାତ ଘାସବିଶେଷ —୨. A kind of grass growing in river-banks.

[ଦ୍ରଷ୍ଟବ୍ୟ —ଏଥିରେ ମଶିଣା ବୁଣା ଯାଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗବଗଛ ପରି ଏକପ୍ରକାର ଗୁଳ୍ମ —A plant like the castor-seed plant.