ଗନ୍ଧେଇବା
ଦେଖଣା
ଗନ୍ଧେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗନ୍ଧ)
[ସମ୍ପାଦନା]- ୧. ଦୁର୍ଗନ୍ଧ କରିବା; (କୌଣସି ବସ୍ତୁର) ଦୁର୍ଗନ୍ଧ ବାହାରିବା —୧. To emit foul smell.
- ୨. ଦୁର୍ଗନ୍ଧ ହେବା — ୨. To become evil-smelling.
- ୩. ପାଡ଼ିବା; ଅପାନ ବାୟୁ ତ୍ୟାଗ କରିବା — ୩. The crack wind.
- ୪. (ଲକ୍ଷଣାର୍ଥ) (କୌଣସି କଥା) ମନକୁ ନ ପାଇବା ବା ବିରକ୍ତିକର ବୋଧ ହେବା — ୪. To be felt unpleasant; not to be liked.
(ଯଥା—ସେତେବେଳେ ପରା ଆମ କଥା ଗନ୍ଧେଇଲା)