ଗପଜାଏ ଖାତକ
ଦେଖଣା
ଗପଜାଏ ଖାତକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗପଜାଏ ଖାତକ
|
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୈର୍ଜାୟ୍+ ସଂସ୍କୃତ - ଖାଦକ)
[ସମ୍ପାଦନା]ଦେବାଲିଆ; ଯେଉଁ ଖାତକ ଋଣ ପରିଶୋଧ କରିବାକୁ ଅକ୍ଷମ —An insolvent.
ଅନେକ ଗରଜାଏ ଖାତକ ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଉରୁ ମୁକ୍ତି ପାଇବାର ଶୁଣାଯାଏ ଫକିରମୋହନ. ଛମାଣଆଠଗୁଣ୍ଠ