ଗପା ମାରିବା
ଦେଖଣା
ଗପା ମାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗପା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏନେକ ଲୋକଙ୍କ ଆଖି ଆଗରେ କୌଣସି ଗୁପ୍ତ ସ୍ଥାନରେ ଲୁଚିଯିବା — ୧. To hide or conceal one's self before the eyes of others.
- ୨. ଖାଦ୍ୟ ପଦାର୍ଥକୁ ବଡ଼ ବଡ଼ ଗୁଣ୍ଡା କରି ଚଞ୍ଚଳ ଚଞ୍ଚଳ ପାଟିକୁ ନିକ୍ଷେପ କରିବା — ୨. To gulp a thing; to gobble; to throw food into the mouth; to devour without chewing.
ଗପା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲୁଚି କରି ରହବା— ୨ ମୌନ ରହିବା