ଗବକାଲ
ଦେଖଣା
ଗବକାଲ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜଡ଼ା ଫଳକୁ ଛେଚି ରାନ୍ଧି ତହିଁରୁ ତେଲ ବାହାର କରି ନେବା ପରେ ଯେଉଁ ଦୁର୍ଗନ୍ଧମୟ ଜଳ— ମିଶ୍ରିତ କ୍ୱାଥାଦି ଅବଶିଷ୍ଟ ରହେ —Offensive sediment or refuse left after oil is extracted from castor-oil-seeds by boiling.
[ଦ୍ରଷ୍ଟବ୍ୟ —ନଡ଼ିଆଗଛରେ ପୋକ ଲାଗି ଗଛର କନ୍ଦାକୁ ନଷ୍ଟ କରୁ ଥିଲେ ନଡ଼ିଆ ଗଛମୂଳେ ହାଣ୍ଡିରେ କିଛି ଦିନ ଥୋଇଲେ ପୋକଯାକ ମରି ଯାଆନ୍ତି]