Jump to content

ଗବଗଛିଆ କରିବା

ଉଇକିଅଭିଧାନ‌ରୁ

ଗବଗଛିଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

କୋଣସି ବ୍ୟକ୍ତିକୁ ଅତିମାତ୍ରାରେ ପ୍ରଶଂସା କରିବା — To raise a person on to the sky.

[ଦ୍ରଷ୍ଟବ୍ୟ —ଯେଉଁ ସ୍ଥାନରେ ଅନ୍ୟ କୈଣସି ଗଛ ନ ଥାଏ ସେଠାରେ ଗବଗଛଟାକୁ ବଡ଼ ଗଛ ବୋଲା ଯାଏ ବୋଲି ସଂସ୍କୃତରେ ଗୋଟିଏ ଉକ୍ତି ଅଛି ===

ନିରସ୍ତେ ପାଦପେ ଦେଶେ, ଏରଣ୍ଡୋଽପି ଦ୍ରୁମାୟତେ

ଏହି ଉକ୍ତିକୁ ଲକ୍ଷ କରି ଏ ବାକ୍ୟ ବ୍ୟବହୃତ ହୁଏ