ଗବଷଣ୍ଢା
ଦେଖଣା
ଗବଷଣ୍ଢା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗବଗଛର ଅଗ୍ରଭାଗର ଥିବା କୋମଳ ଅଙ୍କୁର — ୧. The tender sprouts of a castor- oil-seed-plant.
- ୨. ଗବପତ୍ରରେ ଲାଗିଥିବା ସମ୍ୱାଳୁଆପରି ଏକପ୍ରକାର ପୋକ — ୨. A kind of caterpillar attacking the leaves of castor-oil-seed-plant.
[ଦ୍ରଷ୍ଟବ୍ୟ —ଗବପତ୍ର ଖାଉ ଖାଉ ଯେବେ ଗୋରୁ ଦୈବାତ୍ ଏ ପୋକ ଖାଇ ଦିଏ ତେବେ ଗୋରୁର ପେଟ ଫୁଲିଯାଇ ଗୋରୁ ମରି ଯାଏ]