Jump to content

ଗବାଶନ

ଉଇକିଅଭିଧାନ‌ରୁ

ଗବାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୋ+ଅଶ୍ ଧାତୁ+କର୍ତ୍ତୃ. ଅନ; ୧ମା. ୧ବ)

[ସମ୍ପାଦନା]
୧. ଗୋଖାଦକ; ଗୋମାଂସଭକ୍ଷକ — ୧. Beef-eating.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହେଡ଼ାଖିଆ ଜାତି; ଗୋଖାଦକ ଜାତି — Castes eating cow's flesh or beef.

(ଯଥା—ପାଣ, ହାଡ଼ି, ଡମ ଆଦି)