ଗବ୍ୟ
ଦେଖଣା
ଗବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗୋ+ସମ୍ୱନ୍ଧାର୍ଥେ, ଭବାର୍ଥେ, ହିତାର୍ଥେ. ଯ)
[ସମ୍ପାଦନା]- ୧. ଗୋରୁଠାରୁ ଉତ୍ପନ୍ନ — ୧. Produced from the cow.
- ୨. ଗୋ ସମ୍ୱନ୍ଧୀୟ —୨. Pertaining to the cow.
- ୩. ଗୋହିତ —୩. Benefical to the cow
ବିଶେଷ୍ୟ -
[ସମ୍ପାଦନା]ଗୋରୁଠାରୁ ଉତ୍ପନ୍ନ ଦ୍ରବ୍ୟ (ଯଥା; ଘୃତ, ଦୁଗ୍ଧ, ଦଧି) — ୧. Things produced from the cow (e.g. ghee, milk, curd).
[ଦ୍ରଷ୍ଟବ୍ୟ —ପାପର ପ୍ରାୟଶ୍ଚିତ୍ତାଦିରେ ହିନ୍ଦୁମାନେ 'ପଞ୍ଚଗବ୍ୟ' (ଦୁଧ, ଦହି, ଘିଅ, ଗୋବର ଓ ଗୋରୁମୂତ ମିଶ୍ରିତ ପାନୀୟ) ପାନ କରି ଶରୀରକୁ ଶୁଦ୍ଧ କରନ୍ତି]