ଗଭର୍
ଦେଖଣା
ଗଭର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଗଭୀର)
[ସମ୍ପାଦନା]- ୧. ଗମ୍ଭୀର —୧. Grave.
- ୨. ଗଭୀର —୨. Deep.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗମ୍ଭୀରତା —୧. Graveness.
- ୨. ମହତ୍ୱ —୨. Prestige; majesty.
- ୩. (ଜାହାଜିଆଭାଷା) ଜାହାଜର ବ୍ୟବହୃତ ପାଲବିଶେଷ — ୩. (nautical term) A kind of ship's sail.
ଡୋଲ ଉପରେ ସବର, ଟଭର. ଟଭର. ପଛକୁ କଲମଡୋଲ ଆଉ ବରଗାମାନ ଟେକି ଦେଇ ଶେଡ଼ ଗୁଡ଼ାଇ ଠିକ୍ କରି ରଖି ଦେଇ ଅଛନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ