ଗଭସ୍ତି
ଦେଖଣା
ଗଭସ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସ୍ୱର୍ଗାର୍ଥ ଗୋ ଶବ୍ଦଜ ଗ+ଭସ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ତି)
[ସମ୍ପାଦନା]- ୧. ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ତେଜଃ; କରିଣ — ୧. A ray or pencil of light; sun-beam; moon-beam.
- ୨. ହାତ —୨. The hand.
- ୩. ବାହୁର ଆଗ ପାଖ — ୩. The forefront lof the arm.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଅଗ୍ନି ପତ୍ନୀ; ସ୍ନାହା —A wife of Fire-god.