Jump to content

ଗଭା

ଉଇକିଅଭିଧାନ‌ରୁ

ଗଭା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗର୍ଭ; ପ୍ର. ଗବ୍ଭ)— କେଶଗୁଚ୍ଛରେ ଖୋସାଯିବା ଫୁଲତୋଡ଼ା; ପୁଷ୍ପଗର୍ଭକ — ୧. Nosegay; bouquet.

ଆଣିଥିଲୁ ଭାଳି କେତେ କଥା, ଘନପ୍ରଭା ସୂନ—ଗଭା ଅତି ଯତନେ ସଜାଡ଼ି ରେ—କବିସୂର୍ଯ୍ୟ. ସଙ୍ଗୀତ

ଅନୁବାଦ

[ସମ୍ପାଦନା]
୨. ଖୋପା; ଜୁଡ଼ା —୨. Chignon; hair of the head tied into a knot.

ମେରୁ ଗରୁଆ ହେଲା ଗଭାଫୁଲ—କବିସୂର୍ଯ୍ୟ. ସଙ୍ଗୀତ

୩. (ଗଡ଼ଜାତ ରାଜାଙ୍କ ପ୍ରତି ପ୍ରଯୁଜ୍ୟ ଭାଷା) ରାଜା— ମାନଙ୍କର ମସ୍ତକ —୩. (an euphemistic term) The head (of a king)
୪. ଛଣ ବା ଧାନ କଳେଇ ଗଦାର ଉପରିସ୍ଥ ଯେଉଁ ତ୍ରିଭୂଜା— କାର ଅଂଶ କ୍ରମଶଃ ଢାଲୁ ହୋଇଥାଏ — ୪. The triangular top of a square heap of paddy-sheaves.

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗବାହ୍)

[ସମ୍ପାଦନା]

ଗୁହା; ସାକ୍ଷୀ — Witness.