ଗମ
ଦେଖଣା
ଗମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗମ ଧାତୁ+ଭାବ ଅ)
[ସମ୍ପାଦନା]- ୧. ଗମନ —୧. Going.
- ୨. ପ୍ରସ୍ଥାନ —୨. Departure.
- ୩. ଦୂରତ୍ୱ —୩. Distance.
- ୪. ଗତି —୪. Motion.
- ୫. ଗତାଗତ; ଯାଆସ —୫. Intercourse.
- ୬. (+ଅଧିକରଣ. ଅ)—ପଥ —୬. Way, road.
ଦେଶଜ - ବିଶେଷଣ -
[ସମ୍ପାଦନା](ଶସ୍ୟାଦି) ଅନେକ ଦିନ ବ୍ୟବହୃତ ନ ହେବାରୁ ସଢ଼ି ବା ପଚି ଯାଇଥିବା; ଗମରା —Stale; fermented; musty; moudly.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ପଦାର୍ଥ (ଶସ୍ୟାଦି) ବହୁଦିନ ସଢ଼ିବା ଅବସ୍ଥା —Fermentation; state of becoming mouldy.