Jump to content

ଗମତ୍

ଉଇକିଅଭିଧାନ‌ରୁ

ଗମତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗମ୍ମାତ୍; ମରହଟ୍ଟୀ. ଗମ୍ମତ)

[ସମ୍ପାଦନା]
୧. ମଉଜ — ୧. Amusement.
୨. ଆମୋଦପ୍ରମୋଦର ପରାକାଷ୍ଠା — ୨. Climax of pastime; or merriment.
୩. ଉଚ୍ଛୃଙ୍ଖଳ ଆମୋଦପ୍ରମୋଦ — ୩. Unrestricted enjoyment.
୪. ନୂତ୍ୟଗୀତାଦିଜନିତ ପ୍ରମୋଦ — ୪. Dancing and musical sports.