Jump to content

ଗମନ

ଉଇକିଅଭିଧାନ‌ରୁ

ଗମନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗମ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଗତି; ଚାଲି; ଭ୍ରମଣ — ୧. Going; walking; motion.
୨. ପ୍ରସ୍ଥାନ; ଯିବା —୨. Travelling.
୩. ଚାଲିର ଢ଼ଙ୍ଗ —୩. Gait.
୪. (+ଅଧିକରଣ . ଅନ)—ପଥ —୪. Way.
୫. ନିକଟକୁ ଯିବା —୫. Approaching.
୬. ରମଣ; ସହବାସ; ମୈଥୁନ —୬. Cohabitation.

ମଦ ପିଇଣ ଗୁରୁ ଭାରିଯାଗୁମନ କଥା ଭଲ କରି ସେ ଘେନୁଥିବେ ମନ କୃଣ୍ଣସିଂହ. ମହାଭାରତ. ବନ

୭. ପ୍ରାପ୍ତି —୭. Obtaining; attaining.
୮. ଶତ୍ରୁର ଆକ୍ରମଣାର୍ଥ ଯାତ୍ରା — ୮. March of an assailant against the foe.
୯. ଭୋଗ —୯. Undergoing; suffering.
୧. (ବୈଶେଷିକ ଦର୍ଶନ) ପାଞ୍ଚଗୋଟି କର୍ମ ମଧ୍ୟରୁ ଏକତମ — ୧୦. One of the ୫ actions in B&aline;i̱ṡeshika philosophy.

୧୧: (+କରଣ. ଅନ) ରଥ; ଶକଟ ପ୍ରଭୃତିଯାନ — ୧୧. Conveyance.