ଗମନପତ୍ର
ଯେଉଁ ପତ୍ରଦ୍ୱାରା କୌଣସି ବସ୍ତୁ ବା ବ୍ୟକ୍ତି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର ଅନୁମତି ଦିଆଯାଏ — A pass; permit; passport.