Jump to content

ଗମନୀୟ

ଉଇକିଅଭିଧାନ‌ରୁ

ଗମନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗମ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଗମନଯୋଗ୍ୟ — ୧. Fit to be gone to; approachable.
୨. ଯିବାର ଉପଯୁକ୍ତ ବା ଉଚିତ (ସ୍ଥାନ ବା କାଳ) — ୨. Aimed at as one's destination.
୩. ସହଜରେ ବୋଧଗମ୍ୟ — ୩. Easily comprehensible.
୪. କରଣୀୟ — ୪. Fit to be practised or observed.
୫. ସହବାସ କରିବା ଯୋଗ୍ୟ —୫. Cohabitabla.
୬. ସଙ୍ଗମ ସମ୍ୱନ୍ଧୀୟ — ୬. Relating to sexual intercourse.