Jump to content

ଗମ୍ଗମିଆଁ

ଉଇକିଅଭିଧାନ‌ରୁ

ଗମ୍ଗମିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଘର୍ମ)

[ସମ୍ପାଦନା]
୧. ଯେଉଁ ସମୟରେ ବିଶେଷ ଗରମ ବୋଧ ହୋଇ ଦେହରେ ଝାଳ ବୁହେ — ୧. Hot (summer).
୨. ବହୁ ପରିମାଣରେ ବୋହୁଥିବା (ଝାଳ) — ୨. Profuse (sweat).