ଗମ୍ଭିରି ଘର
ଦେଖଣା
ଗମ୍ଭିରି ଘର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗମ୍ଭିରି ଘର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭିତିରି ଘର; ଗୃହର ଅଭ୍ୟରରେ ନିର୍ମିତ ଗୁପ୍ତ ଗୃହ —୧. Inner room; a secret room inside a room.
- ୨. ଜଳାକବାଟି ବା ଝରକା ନ ଥିବା ଘର — ୨. A dark unventilated room.
ଗମ୍ଭିରି ଘରରେ ଗୋ ଗ୍ରୀଷମେ ନୋହେ ଶୋଇ—ପ୍ରାଚୀ. ରସସ୍ୟମଞରୀ