ଗମ୍ଭୀର
ଦେଖଣା
ଗମ୍ଭୀର
ଉଚ୍ଚାରଣ
[ସମ୍ପାଦନା](ଗମ୍ଭୀରୀ—ସ୍ତ୍ରୀ)
ଗାମ୍ଭୀର୍ଯ୍ୟ, ଗମ୍ଭୀରତା, ଗମ୍ଭୀରତ୍ୱବିଶେଷ୍ୟ -
ସଂସ୍କୃତ - ବିଶେଷଣ - ପୁଂ. (ଗମ୍ ଧାତୁ+କର୍ତ୍ତୃ. ଈର; ନିପାତନ)
[ସମ୍ପାଦନା]- ୧. ଗଭୀର —୧. Deep.
- ୨. ଅଗାଧ —୨. Unfathomable.
- ୩. ନିବିଡ଼ —୩. Dense.
- ୪. ମାନସିକ ଦୃଢତାଯୁକ୍ତ; ଗାମ୍ଭୀର୍ଯ୍ୟଯୁକ୍ତ — ୪. Serious; solemn; profound.
- ୫. ଉଦାର — ୫. Liberal-minded; having liberal ideas.
- ୬. ପୂର୍ଣ୍ଣ —୬. Full.
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ପଦ୍ମ —୧. Lotus.
- ୨. ଲେମ୍ୱୁ —୨. Citron.