Jump to content

ଗମ୍ଭୀରବେଦୀ

ଉଇକିଅଭିଧାନ‌ରୁ

ଗମ୍ଭୀରବେଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଗମ୍ଭୀର+ବିଦ୍ ଧାତୁ=ଜାଣିବା+ କର୍ତ୍ତୃ. ଇନ; ୧ମା. ୧ବ.)

[ସମ୍ପାଦନା]
୧. ମତ୍ତହସ୍ତୀ; ଯେଉଁ ହାତୀର ରକ୍ତକ୍ଷରଣ ଓ ମାଂସ— ଚ୍ଛେଦନରେ ମଧ୍ୟ ଚୈତନ୍ୟ ହୁଏ ନାହିଁ — ୧. A 'must' elephant which disregards any amount of punishment inflicted by its keeper to keep him under control.
୨. ଯେଉଁ ହାତୀ ଆଙ୍କୁଶ ମାନେ ନାହିଁ — ୨. Restive elephant; an elephant not minding the goad.
୩. ଯେଉଁ ହାତୀ ଚିରପରିଚିତ ଶିକ୍ଷା ବିସ୍ମୃତ ହୁଏ (ହିନ୍ଦୀ - ଶବ୍ଦସାଗର) ୩. An elephant which forgets the training given him for a long time.