ଗମ୍ହାକଠା
ଦେଖଣା
ଗମ୍ହାକଠା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗମ୍ହାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିବା ଛୋଟ ନଡିଆ — Small (yet fully developed) cocoanuts ready to be plucked from the tree at the time of 'Gamhā pūṇṇamī.'
[ଦ୍ରଷ୍ଟବ୍ୟ — ନଡିଆ କଷି ହେବାଠାରୁ ପାଚିବା ପର୍ଯ୍ୟନ୍ତ ୧ ମାସ ସମୟ ଲାଗେ ମାର୍ଗଶିର ମାସରେ ଯେଉଁ ନଡିଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ଓ ତାହା ଗମ୍ହାପୂର୍ଣ୍ଣିମୀକୁ ତୋଳା ହେବା ସମୟରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ]