ଗମ୍ହାଡିଆଁ
ଗମ୍ହାପୂର୍ଣ୍ଣମୀଦିନ ବଳଦେବପୂଜା ଉପଲକ୍ଷରେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାବେଦୀକୁ ଡିଆଁଇ ଦେବା ବିଧି —The ceremony of causing a bull-calf to jump the Gamhābedi crosswise on the Gamhāpūrṇṇamī day.