Jump to content

ଗମ୍ହାପୂର୍ଣ୍ଣମୀ

ଉଇକିଅଭିଧାନ‌ରୁ

ଗମ୍ହାପୂର୍ଣ୍ଣମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରାବଣ ପୂର୍ଣିମା — The fullmoon of the month of Ṣrābaṇa.

[ଦ୍ରଷ୍ଟବ୍ୟ —ଏହା ହିନ୍ଦୁମାନଙ୍କର ଗୋଟିଏ ପର୍ବ ଦିନ ନିଜ ନିଜ ଗୃହରେ ସମସ୍ତେ ବଳଦେବଙ୍କୁ ପୂଜା କରନ୍ତି ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡବାଗରେ ଡ଼ିଆନ୍ତି ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ ଏ ଭୋଗକୁ ହକରା ବୋଲାଯାଏ ଗ୍ରାମର ସେବକ ତାଲିକା ଅନୁସାରେ ଜଣ ଜଣକରି ଗ୍ରାମବାସୀଙ୍କ ନାମ ଡାକେ; ଯାହାଙ୍କ ନାମ ଡକା ହେଉଥାଏ ସେ ଉପସ୍ଥିତ ହୋଇ ତାଙ୍କର ହକରାକୁ ଗ୍ରହଣ କରନ୍ତି ]