ଗମ୍ହାବେଦୀ
ଦେଖଣା
ଗମ୍ହାବେଦୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରାବଣ ପୂର୍ଣ୍ଣିମାଦିନ ବଳଦେବପୂଜା କରାଯିବା ଉପଲକ୍ଷରେ ନିର୍ମିତ ବଳୀବୃଦ୍ଧାକୃତି ମୃର୍ତ୍ତିକାସ୍ତୂପ — A long mound of earth representing a bullock sleeping on then ground raised
on the fullmoon of the month of Srābaṇa for worshipping Baḻadeba, and over which a bull-calf is made to jump.