Jump to content

ଗମ୍ୟମାନ

ଉଇକିଅଭିଧାନ‌ରୁ

ଗମ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ଗମ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.—(ଗମ୍ୟ ଧାତୁ+କର୍ମ. ଆନ)

[ସମ୍ପାଦନା]
୧. ଯେଉଁଠାକୁ ଗମନ କରାଯାଉ ଥାଏ —୧. (a place) which is being gone into; a place to which a person is going.
୨. ଯେଉଁ ବ୍ୟକ୍ତି ନିକଟକୁ କେହି ଯାଉଥାଏ — ୨. A person to whom one is going.
୩. ଜ୍ଞାୟମାନ —୩. Which is being Known.
୪. ଅନୁମୀୟମାନ — ୪. Which is being inferred or guessed.